August 21, 2026
Home » Archives for EPA editor » Page 145

EPA editor

ଗ୍ୟାସ ସିଲିଣ୍ଡର ପାଇବାକୁ କେନ୍ଦୁଝର ସହରବାସୀ ହୀନସ୍ତା ହେଉଛନ୍ତି,

ଗ୍ୟାସ ସିଲିଣ୍ଡର ପାଇବାକୁ କେନ୍ଦୁଝର ସହରବାସୀ ହୀନସ୍ତା ହେଉଛନ୍ତି, ନେତା ପ୍ରଶାସନର ଦେଖା ନାହିଁ। କେନ୍ଦୁଝରରେ ଯେତେ କହିଲେ ବି ସବୁ ଠିକ ନାହିଁ, ଗ୍ୟାସ ସିଲିଣ୍ଡର ଯୋଗାଣ...

 ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ଼: ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ...

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

  A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ୮୧ ଜଣ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ..... ଧର୍ମଗଡ :ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ଧର୍ମଗଡ଼...

କଳାହାଣ୍ଡି ଜିଲ୍ଲା ରୁ କେଦାରନାଥ….

ସାଇକେଲରେ ୧୬୦୦ କିଲୋମିଟରର ଦୁଃସାହସିକ ଯାତ୍ରା ଆରମ୍ଭ କଲେ ଦୁଇ ଯୁବକ। ଧର୍ମଗଡ : ଆଧ୍ୟାତ୍ମିକତା ସହିତ ସାହସିକତାର ଏକ ନିଆରା ନିଦର୍ଶନ ଦେଖିବାକୁ ମିଳିଛି କଳାହାଣ୍ଡି...

ମଟର ସାଇକେଲ ଚୋରି ଘଟଣା ରେ ଚାରି ଜଣ ଗିରଫ।

  ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଦିନକୁ ଦିନ ମଟର ସାଇକେଲ ଚୋରି ବୃଦ୍ଧି ପାଉଥିବା ବେଳେ ଧର୍ମଗଡ଼ ପୋଲିସ ୪ଜଣ ଚୋର କୁ ଧରିବାରେ...

ଆସନ୍ତା ୧୭ ତାରିଖରୁ ବନ୍ଦ ହେବ ଇନ୍ଦ୍ରାବତୀ ରବି ଜଳସେଚନ।

  କଳାହାଣ୍ଡି :ଚଳିତବର୍ଷ ଇନ୍ଦ୍ରାବତୀ ବହୁମୁଖୀ ଯୋଜନା ର ଜଳସେଚନ ବ୍ୟବସ୍ଥାରେ ସର୍ବାଧିକ ୭୬, ୪୩୦ହେକ୍ଟର ଜମିରେ ଜଳସେଚନର ସୁଯୋଗ ଦେଇ ଏକ ରେକର୍ଡ ସୃଷ୍ଟି କରିଥିବା...

ପିସିସି ସଭାପତି ଭକ୍ତ ଦାସଙ୍କ ଚେତାବନୀ

  ତୁର୍କେଲ ସେତୁ ତୁରନ୍ତ ନିର୍ମାଣ ତ୍ଵରାନିତ ନ ହେଲେ ଜିଲ୍ଲାକୁ ଆସୁଥିବା ମନ୍ତ୍ରୀ ମାନଙ୍କୁ ଘେରାଉ କରାଯିବ.... ଭବାନୀପାଟଣା :କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଜୀବନରେଖା...

ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରତ୍ନ ଗଣତି କାର୍ଯ୍ୟ

ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରତ୍ନ ଗଣତି କାର୍ଯ୍ୟ । ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ତଥା ମୋଟ ଉପରେ ଏକାଦଶ ଦିନରେ ହୋଇଥିଲା କାଳିଆ...

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ପୁରୀରେ ପ୍ରତିବାଦ

ଆଉ ସାରା ରାଜ୍ୟରେ ମଧ୍ୟ ଏହି ଦିନ ସବୁ ସଦର ମହାକୁମାରେ ବିରୋଧ ହେବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସଞ୍ଜୟ ଦାସବର୍ମା.ଆଉ ପୁରୀରେ ବି ଏହା...

ସଂପର୍କ ତରଫରୁ ଦୁଇ ଦିନିଆ ସାମୁହିକ ଗଳ୍ପ କଥନ ପ୍ରଶିକ୍ଷଣ

ପୁରୀ : ପ୍ରତ୍ୟେକ କଳାକାର ଙ୍କ ର ନିଜସ୍ୱ ଅନୁଭବ ଓ ସଂଘର୍ଷ ର କାହାଣୀ ପରି ପ୍ରତିଟି କଳାର ମଧ୍ୟ ସ୍ବତନ୍ତ୍ର କାହାଣୀ ରହିଛି।ଏହି କାହାଣୀ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।