ବାରିପଦା ଏମ୍ ଏସ୍ ସି ବି ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କଲା ‘ଖେଲୋ ଇଣ୍ଡିଆ ସଂଳାପ’
କ୍ରୀଡ଼ା ଏବଂ ଯୁବ ସଶକ୍ତୀକରଣ ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ଶୁଣିଲେ ଛାତ୍ରଛାତ୍ରୀ ବାରିପଦା/ଭୁବନେଶ୍ବର : ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର...
