April 17, 2026
Home » Archives for EPA editor » Page 458

EPA editor

ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର 205 ତମ ଜନ୍ମ ସପ୍ତାହ

ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର 205 ତମ ଜନ୍ମ ସପ୍ତାହ ଏବଂ ବାଳିଗୁଆଲି,ପୁରୀ ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚୁସନର ବାର୍ଷିକ ଉତ୍ସଵ ଅନୁଷ୍ଠିତ...

ଗଞ୍ଜାମ ଜିଲ୍ଲା ଜଜ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜଜ୍ ଇତି ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ବଦଳି ହୋଇଯାଇଛନ୍ତି । ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜର...

କେନ୍ଦୁଝର ରୋଟାରୀ ପକ୍ଷରୁ ସାଇକେଲ ଶୋଭାଯାତ୍ରା

କେନ୍ଦୁଝର :-ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଆଜି ପ୍ରାତଃ ରେ କେନ୍ଦୁଝର ସହରସ୍ଥ ରୋଟାରୀ ପିସ ଟାୱାର ନିକଟରୁ ଜଙ୍ଗଲ ସୁରକ୍ଷା ସଚେତନତା ସାଇକେଲ ଶୋଭାଯାତ୍ରା ଆରମ୍ଭ...

ମଧୁସୂଦନ ପାର୍କରେ ହାସ୍ୟ ଦିବସ ପାଳିତ।

ଭୁବନେଶ୍ୱର : -ସ୍ଥାନୀୟ ପୋଖରୀପୁଟ୍ ମଧୁସୂଦନ ପାର୍କସ୍ଥିତ ଯୋଗ ମଣ୍ଡପରେ ୱାକାର୍ସ ଆସୋସିଏସନ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପାକ୍ଷିକ ସମ୍ବାଦପତ୍ର " ବିରଜା ଭୂମି"ର ସମ୍ପାଦକ ତଥା...

ସରକାରୀ ହସ୍ପିଟାଲମାନଙ୍କର ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

ଓ.ଟି,ଆଇ.ସି.ୟୁ, ଏସ୍.ଏନ୍.ସି.ୟୁ ଏବଂ ଉଚ୍ଚ ବିଦ୍ୟୁତ ଶକ୍ତି ସମ୍ପନ୍ନ ଯନ୍ତ୍ରପାତିକୁ ଅଗ୍ରାଧିକାର ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର: ସରକାରୀ ହସ୍ପିଟାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ଉପରେ...

‎ବୟନିକା ପାଳନ କରୁଛି ପ୍ରତିଷ୍ଠାର ଗୈାରବମୟ ୬୯ ତମ ବାର୍ଷିକୀ

ଭୁବନେଶ୍ଵର: ଭାରତୀୟ ହସ୍ତତନ୍ତର କାଳଜୟୀ ସୋðନ୍ଦର୍ଯ୍ୟ ଏବଂ ଜଟିଳ କାରିଗରୀ ବିଶ୍ୱ ମଂଚରେ ସର୍ବଦା ଗର୍ବ ଓ ଗୋðରବର ସ୍ଥାନ ଅଧିକାର କରିଛି। ଏଥି ମଧ୍ୟରୁ ଓଡିଶାର...

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର

ଭୁବନେଶ୍ୱର/କେନ୍ଦୁଝର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା...

କୁସୁମିତା ଠାରେ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

ଭୁବନେଶ୍ୱର/କେନ୍ଦୁଝର; ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି...

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

 ବଳକା କାଠରେ ବିଗ୍ରହ ନିର୍ମାଣ ସମ୍ପୂର୍ଣ୍ଣ ମିଛ ବୋଲି ଆସିଛି ସ୍ପଷ୍ଟତା : ମନ୍ତ୍ରୀ  ଦିଘାରୁ "ଜଗନ୍ନାଥ ଧାମ" ଲେଖା ହଟାଇବା ପାଇଁ ହେବ...

ଆସନ୍ତା ରଥଯାତ୍ରା ୨୦୨୫ ପାଇଁ ଏସ୍‌ପି ପୁରୀଙ୍କ ସାହି ଅଞ୍ଚଳ ଦର୍ଶନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା।

ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ଏସ୍‌ପି ପୁରୀ ବିନିତ ଅଗ୍ରୱାଲ ମତ ଦେଇଛନ୍ତି...