ବେନିଫିସିଏସନ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପରିବେଶିୟ ମଞ୍ଜୁରୀ ଜନଶୁଣାଣି** *ବି.ଏଚ.କ୍ୟୁ ବେନିଫିକେସନ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବ କୁ ପୂର୍ଣ୍ଣ ସମର୍ଥନ*
ଯୋଡ଼ା - କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ଉଚ୍ଚବାଲି ଗ୍ରାମରେ ଇନ୍ଦ୍ରାଣୀ ପଟନାୟକ ଲୌହ ଓ ମାଙ୍ଗାନିଜ ଖଣି ର ଲିଜ ଅଞ୍ଚଳରେ ୪ ଏମ.ଟି.ପି.ଏ କ୍ଷମତା...
