October 11, 2026
Home » ଚୌକା ଭୂବନେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣ ରେ ନବରାତ୍ର ପୂଜା କମିଟି ର କଳସ ଯାତ୍ରା ଓ ଶୈଳପୂତ୍ରୀ ପୂଜା।

ଚୌକା ଭୂବନେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣ ରେ ନବରାତ୍ର ପୂଜା କମିଟି ର କଳସ ଯାତ୍ରା ଓ ଶୈଳପୂତ୍ରୀ ପୂଜା।

0
WhatsApp Image 2026-10-11 at 2.06.02 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚୌକା ବାବା ଭୂବନେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା କମିଟି ପକ୍ଷରୁ ଆଜି କଳସ ଯାତ୍ରା ଓ ଶୈଳପୂତ୍ରୀ ପୂଜା ଆରମ୍ଭ ହୋଇଯାଇଛି।ସ୍ଥାନିୟ ବାଇଗଣ ଯୋର ରୁ ବିରାଟ ଶୋଭାଯାତ୍ରାରେ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଢୋଲ ମହୁରୀ ଶଙ୍ଖ ଏବଂ ନିଶାନ ବଜାଇ ମନ୍ଦିର ପର୍ଯ୍ୟନ୍ତ କଳସ ଶୋଭା ଯାତ୍ରା କରାଯାଇଥିଲା l ଏହା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ତାରିଖ ଦଶହରା ପର୍ଯ୍ୟନ୍ତ ଜଗତ ଜନନୀ ମା ଦୂର୍ଗାଙ୍କ ପୂଜା ମହାସମାରୋହରେ ପାଳନ କରାଯିବ ବୋଲି ନବରାତ୍ର ପୂଜା କମିଟି ର ସଭାପତି ଉପେନ୍ଦ୍ର ମହାକୁର ସୂଚନା ଦେଇଛନ୍ତି। ସମ୍ପାଦକ ପ୍ରଦୀପ ଦାସ, ଉପସଭାପତି ରାଜେନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ମଧୁସୂଦନ କର୍ଣ୍ଣ, ସହ ସମ୍ପାଦକ ଆଶୁତୋଷ ଝାଙ୍କର, ବରିଷ୍ଠ ସଦସ୍ୟ ଲବକୁମାର ଭୁକ୍ତା , ଜଗବନ୍ଧୁ ବେରିହା, ଦୀନକୃଷ୍ଣ ଶଙ୍ଖୁଆ,ସୁଜିତ୍ କୁମାର ପ୍ରଧାନ,ପବିତ୍ର ମିଶ୍ର(ମୁନା ),ଦିଲ୍ଲିପ ପ୍ରଧାନ, ସୁଶାନ୍ତ ଭୋଇ, ଜିତେନ୍ଦ୍ର ଭୋଇ, ଦେବେନ୍ଦ୍ର ସେଠି, ଅଚ୍ୟୁତ ପାତ୍ର, ମନୋଜ ଲଉରିଆ, ସୁଧିର ଭୁକ୍ତା, ଚତୁର୍ଭୁଜ ଭୁକ୍ତା, ହ୍ରୁଦାନନ୍ଦ ଭୁକ୍ତା, ଗୋପାଳ ଦେହେରୀ , ଗୋବିନ୍ଦ ଦେହୁରୀ,ଅନନ୍ତ ମହାକୁର, ପପୁନ ପଧାନ, ବାବୁଲାଲ ମିଶ୍ର , ଜୟୀରାମ ଡାଙ୍ଗ, କୃଷ୍ଣଚନ୍ଦ୍ର ଲଉରିଆ, ବିଜୟ ପଧାନ, ଶରତ ଭୋଇ, ପ୍ରହଲ୍ଲାଦ ଅମାତ୍, ସୁରେନ୍ଦ୍ର ଭୋଇ, ବାମଦେବ ପଧାନ ଗୋପାଳ ଦେହୁରୀ ସଞ୍ଜିପ ପଧାନ , ମୂରଲୀଧର ପଧାନ, ପୂଜକ ଆଦର୍ଶ ଦାସ , ମନ୍ଦିର ପୂଜକ ସଞ୍ଜିପ ଖମାରି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *