ଜିନ୍ଦଲ ଫାଉଣ୍ଡେସନ୍ ତରଫରୁ ନୃସିଂହଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
ଜିନ୍ଦଲ ଫାଉଣ୍ଡେସନ୍ ତରଫରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରି ନୃସିଂହଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ନୃସିଂହ ମନ୍ଦିର ଭିତରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହରିହାଟ, ନାମ ସଂକିର୍ତ୍ତନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା।


ଏହି ଅବସରରେ ପ୍ରାୟ ୧୨,୦୦୦ ଉର୍ଦ୍ଧ ଲୋକ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ଆଲୋକ କୁମାର ତ୍ରିପାଠୀ ଆଦି ଅନେକ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।
puri epa ru soubhagya pattanayak nka report
