ପଲଶାଗୋରା ଅଞ୍ଚଳ ରେ ଘଡଘଡି ସହ କୁଆପଥର ବର୍ଷା
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଅଞ୍ଚଳ ରେ ଘଡଘଡି ସହ କୁଆପଥର ବର୍ଷା ହୋଇଥିଲା l ବର୍ଷା ସହ ସାମାନ୍ୟ ପବନ ମଧ୍ୟ ହୋଇଥିଲା l ଆଜି ଅଚାନକ ଅପରାହ୍ନ ସମୟ ରେ ଆକାଶ ରେ ବାଦଲ ଢାଙ୍କିବା ସହ ସାମାନ୍ୟ ପବନ ବୋହିବା ସଙ୍ଗେ ସଙ୍ଗେ କୁଆପଥର ବର୍ଷା ହୋଇଥିଲା l ଫଳରେ ଅସହ୍ୟ ଗରମ ରୁ ସାମାନ୍ୟ ଆଶ୍ୱସ୍ଥି ମିଳିଛି l ବିଦ୍ୟୁତ ସରବରାହ ବନ୍ଦ ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
