October 16, 2026
Home » ରଙ୍ଗୋଲୀ ସପ୍ତାହ ପାଳିତ।

ରଙ୍ଗୋଲୀ ସପ୍ତାହ ପାଳିତ।

0
WhatsApp Image 2026-10-15 at 6.31.26 PM

 

ବ୍ରହ୍ମଗିରି/ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ଠାରେ ରଙ୍ଗୋଲି ସପ୍ତାହ ପାଳିତ ହେଉଥିଲା।ଏହି ରଙ୍ଗୋଲୀ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ପରିଡା, ଜମ୍ବେଶ୍ବର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଷଡ଼ଙ୍ଗୀ,ତହସିଲଦାର ଦେବାଶିଷ ସେଠୀ,ଏବିଡିଓ ମହମ୍ମଦ ଅକବର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ରଙ୍ଗୋଲି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ଅଂଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସିଆରପି ଭଉଣୀ ଓ ଅନେକ ଉତ୍ପାଦକ ଗ୍ରୁପର ଭଉଣୀ ମାନେ ଯୋଗ ଦେଇଥିଲେ। ଜିଲ୍ଲା ହସ୍ତାଶିଳ୍ପ ବିଭାଗ ଅଧିକାରୀ ସୌମିତ୍ର ନାୟକ ନେତୃତ୍ୱ ରେ ବ୍ରହ୍ମଗିରି ପରାମ୍ପିରିକ ହସ୍ତଶୀଳ୍ପ ଗୁରୁକୁଳ ର ୫୦ ରୁ ଉର୍ଦ୍ଧ ଶିଳ୍ପ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ। ବ୍ଲକ ପରିସରକୁ ପରାମ୍ପିରିକ ବିଭିନ୍ନ ପାରମ୍ପରିକ ରଙ୍ଗ ମୁରୁଜ ମାଧ୍ୟମରେ କଳା ପ୍ରଦର୍ଶନ କରିଥିଲେ।ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *