June 12, 2026
Home » ରଜ ପାଇଁ ସଜ ବାଜ ଆରମ୍ଭ ହୋଇଯାଇଛି

ରଜ ପାଇଁ ସଜ ବାଜ ଆରମ୍ଭ ହୋଇଯାଇଛି

0
WhatsApp Image 2026-06-12 at 1.41.02 PM

 

ପୁରୀ: ଆଉ ଗୋଟେ ଦିନ ପରେ ଓଡ଼ିଆ ମାନଙ୍କର ଏକ ମୁଖ୍ୟ ପର୍ବ ରଜ ଅନୁଷ୍ଠିତ ହେବ, ଏଥିନିମନ୍ତେ ଘରେ ଘରେ ରଜ ପର୍ବକୁ ପାଳନ କରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଆମ୍ବ ପଣସ ଓ ଅନ୍ୟାନ୍ୟ ଫଳରେ ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିବା ଯୋଙ୍ଗୁ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି, ବ୍ରହ୍ମଗିରି ସ୍ଥିତ ବାଲି ହରଚଣ୍ଡୀ ପୀଠରେ ରଜ ପର୍ବ ପାଇଁ ଅସ୍ଥାୟୀ ଦୋକାନ ବଜାର ଓ ଶିବିର ମାନ ହଟାଇବା ହୋଇଯାଇଛି, ମାଙ୍କ ପୀଠରେ ଉତ୍ସବ ଅବସରରେ ରାଜ୍ୟର ବିଭିର୍ଣ୍ଣ ଅଣୁ କୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ, ଶାନ୍ତି ଶୃଙ୍ଖଳା ରାକ୍ଷକରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଟ୍ରାଫିକ ନିଅମକକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *