May 15, 2025
Home » ଲଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ନିନ୍ମ ମାନର, ବିନା ସୂଚନା ରେ ବହୁତ କାମ,

ଲଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ନିନ୍ମ ମାନର, ବିନା ସୂଚନା ରେ ବହୁତ କାମ,

0
WhatsApp Image 2024-09-03 at 8.22.17 PM

ଏରସମା 4/9 : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଦୃନୀତିର ଗନ୍ତାଘର ପାଲଟିଛି l ଏରସମା ବ୍ଲକ ର କାଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ଶଲା ସୁତୁରାରେ କରାଯାଉଥିବା ନିନ୍ମ ମାନର ନିର୍ମାଣ କାଯ୍ୟ ଏବେ ଦାଣ୍ଡରେ ପଡି ହାଟ ରେ ଗଡୁଛି,
ନଵୀନି ସରକାର ସମୟରେ ବିଭିର୍ନ  ପଂଚାୟତ ରେ ହେଉଥିବା ଉର୍ନତି କାଯ୍ୟର କାର୍ଯ୍ୟା ଦେଶ ବ୍ଲକ ଯନ୍ତ୍ରୀ ମାନଙ୍କ ନାମରେ ରହୁ ଥିବାରୁ ମନଇଚ୍ଛା କାର୍ଯ୍ୟ କରି ଵିଲି ଉଠାଇ ନେଉଛନ୍ତି ଯନ୍ତ୍ରୀ, ଯେହେତୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଣକ ଙ୍କନେତାଙ୍କ ଚାମଚା ତେଣୁ ଉପରକୁ ସିଂହ ଭାଗ ଦେବାଲାଗି ସବୁ କାମକୁ ବିଲି କରି ବେଶେ ନାଲେ ନାଲ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ ଏରସମା ବ୍ଲକ ନିର୍ବାହୀ ଯନ୍ତ୍ରୀ,ଦୃନୀତି ର ପ୍ରଚୁର ଗନ୍ତାଘର ପାଲଟିଛି ଲଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କୋଟି କୋଟି ଟଙ୍କା ଏହି ବସ ଷ୍ଟାଣ୍ଡ ନିର୍ମାଣରେ ଖର୍ଚ୍ଚ କରାଯାଇଛି, ଆସନ୍ତୁ ଦେଖିବା ଭାତ ହାଣ୍ଡିରୁ ଗୋଟିଏ ନେଇ ସେଇଟି ହେଉଛି ଚଟୁଆ ଗ୍ରାମ ପଂଚାୟତ ଲଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ ଯାହାକୁ ଚଟୁଆ ପଂଚାୟତ ର ଜନୈ୍କ ବ୍ୟକ୍ତି ଠିକାରେ ନେଇ ନିର୍ମାଣ କରିଥିଲା, ମାତ୍ର ଏବେ ତାର ଅବସ୍ଥା ସୋଚନୀୟ, ଟାଇଲି କାନ୍ଥ ସବୁ ଫାଟିବ ଆରମ୍ଭ କଲେଣି, କେବଳ ଭୁଶୁଡିବାକୁ ଅପେକ୍ଷା ରେ ନିର୍ମାଣ ବସ ଷ୍ଟାଣ୍ଡ, ଏରସମା ବ୍ଲକରେ ଏଭଳି ନିର୍ବାହୀ ଯନ୍ତ୍ରୀ ତାଙ୍କ କନିଷ୍ଟ ଯନ୍ତ୍ରୀ ମାନଙ୍କ ଠାରୁ ଏଭଳି ଏସ୍ଟିମେଣ୍ଟେ ନେଇ କରିଛନ୍ତି ଯେ ସକାଳ ନିର୍ମାଣ ସନ୍ଧ୍ୟାରେ ଭୁଶୁଡି ପଡୁଛି ଯାହା ର ସୂଚନା ଫଳକ ଲଗାଇବାର ଵେବସ୍ଥା ନାହିଁ ଚର୍ଚ୍ଚାର ବିଷୟ ପାଲଟିଚ୍ଛି,
********

Leave a Reply

Your email address will not be published. Required fields are marked *

You may have missed