ଅନ୍ନପୁର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 2000ଗଛ ପୂଜନ ସହ ରୋପଣ
ଅନ୍ନପୁର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମଗିରି ବ୍ଲକ କପିଳେଶ୍ୱର ପୁର ପଞ୍ଚାୟତ ର ତିନିକୁଦି ଗ୍ରାମରେ ଗ୍ରାମବାସୀ ଙ୍କ ସହଭାଗିତାରେ ବିଭିନ୍ନ ଜଙ୍ଗଲ ଜାତ ବୃକ୍ଷ,ଔଷଧୀୟ ଗଛ ସହ ଫଳ ଗଛ ସମୁଦାୟ 2000ଗଛ ପୂଜନ ସହ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ଦୀନବନ୍ଧୁ ମଚୁଆ, ବରିଷ୍ଠ ଭାରତୀୟ ଜନର ପାର୍ଟି ର ପଠାଣି ଜେନା ତରୁଣ କବି ଦାମୋଦର ପରିଡ଼ା ,ପ୍ରତାପ ଦାସ, ଦୁନିଆ ସ୍ୱାଇଁ ସହ ସମସ୍ତ ଗ୍ରାମ ବାସୀ ବୃନ୍ଦ ଙ୍କ ସହ ଟ୍ରଷ୍ଟ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ବୃକ୍ଷ ପୂଜନ କରିବା
ପରେ ରୋପଣ କରିଥିଲେ।
