ଛତ୍ରପୁର ଆରାଧ୍ୟା ଦେବୀ ମା ରାମାୟଣଅମା ଙ୍କ ଠାକୁରାଣୀ ଯାତ୍ରାର 30ତମ ଦିବସ
ଛତ୍ରପୁର ଆରାଧ୍ୟା ଦେବୀ ମା ରାମାୟଣଅମା ଙ୍କ ଠାକୁରାଣୀ ଯାତ୍ରାର 30ତମ ଦିବସ ତଥା ଉତ୍କଳୀୟ କଳା ସଂସ୍କତି ଓ ଐତିହ୍ୟ ର ସ୍ବାକ୍ଷର ବହନ କରୁଥିବା ଛତ୍ରପୁର ମହୋତ୍ସବ 2026 ର ଦ୍ୱିତୀୟ ଦିବସ ଅବସରରେ ବ୍ରହ୍ମପୁର ଡାକ ପରିମଣ୍ଡଳ ର ମୁଖ୍ୟ ମହା ଡାକପାଳ କର୍ଣ୍ଣଲ ବିନୋଦ କୁମାର ବ୍ରହ୍ମପୁର ଡାକ ମଣ୍ଡଳ ଦ୍ୱାରା ଆୟୋଜିତ ଏକ ଡାକଘର ଷ୍ଟଲ କୁ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେଉଥିବା ପଡିଆ ରେ ଶୁଭାରମ୍ଭ କରିଥିଲେ l

ବ୍ରହ୍ମପୂର୍ ଡାକ ମଣ୍ଡଳ ର ବରିଷ୍ଠ ଡାକ ଅଧୀକ୍ଷକ ଙ୍କ ବସନ୍ତ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଡାକ ଘର ଷ୍ଟଲ ରେ ଆଧାର ସଂଶୋଧନ, ନୂଆଁ ଆଧାର ପଞ୍ଜୀକରଣ, ଆଧାର ର ବାଇଓମେଟ୍ରିକ୍ ଅପଡେସନ , ଇଣ୍ଡିଆ ପୋଷ୍ଟ ପେମେଣ୍ଟ6 ର ନୂଆଁ ଆକାଉଣ୍ଟ ଖୋଲିବା, ପୁରୁଣା ଆକାଉଣ୍ଟ କେ ୟି ସି ଅପଡେସନ , ଗଙ୍ଗା ଜଳ। ବିକ୍ରି ପ୍ରଭୃତି ସେବା ଯୋଗାଇଦେବା ଡି ଓ ପି ଏଲ ଆଇ ରୁଦ୍ର ଶଙ୍କର ସାହୁ, ଛତ୍ରପୁର ଏ ଏସ ପି ଓ ସି ଏଚ ଜବାହର ରାଓ, ଓ ଏସ ଏଲ କେ ଚାନ୍ଦ,ଙ୍କ ସମେତ ଛତ୍ରପୁର ଓ ପାଖ ପାଖି। ଅଞ୍ଚଳର ଡାକ। କର୍ମଚାରୀ ମାନେ ଡାକ ବିଭାଗ ର ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କ ରେ ଲୋକ ମାନଙ୍କ ବୁଝାଇବା ସହ ନୂଆଁ ବ୍ୟବସାୟ ସଂଗ୍ରହ କରୁଛନ୍ତି lପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣଲ କହଁର ବିଭିନ୍ନ ଷ୍ଟଲ୍ ବୁଲି ଓଡ଼ିଆ ଖାଦ୍ୟ, ଓଡ଼ିଆଙ୍କ ବିଭିନ୍ନ ରୁଚି ସମ୍ପନ୍ନ। କାରିଗରୀ କାର୍ଯ୍ୟ ସାଙ୍ଗକୁ ସାଂସ୍କୃତିକ ସନ୍ଧ୍ୟା ସବୁ କୁ ଏକାଠି କରିଥିବାରୁ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଦେଇଥିଲେ l
