November 6, 2026
Home »  ପୋଖରିରେ ବିଷପକାଇ ମାଛନଷ୍ଟକଲେ ଦୁର୍ବୁତ୍ତ :ଥାନାରେ ରିପୋଟ

 ପୋଖରିରେ ବିଷପକାଇ ମାଛନଷ୍ଟକଲେ ଦୁର୍ବୁତ୍ତ :ଥାନାରେ ରିପୋଟ

0
WhatsApp Image 2026-11-04 at 1.30.12 PM

ଭେଡେନ :ଭେଡେନ ଥାନା ଅନ୍ତର୍ଗତ ଅଇଁଲାପାଲି ଗ୍ରାମପଞ୍ଚାୟତ ଗୁରୁପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।।ଗ୍ରାମର ଅଗ୍ରଣୀ ଚାଷୀ କରିଥିବା ମାଛ ଚାଷ ପୋଖରୀରେ ବିଷପାଇଛନ୍ତି ଦୁର୍ବୁତ୍ତ ।।ବିଷ ର ପ୍ରଭାବ ରେ ମାଛମରି ପାଣିରେ ଭାସୁଛନ୍ତି ।।  ଗାଁ ରେ ଏପରିଘଟଣା ପ୍ରଥମଅଟେ ।କିଏ କାହିଁକି ଏପରି କଲା ତାହା ଚର୍ଚାର ବିଷୟ ଅଟେ ।।

ଗାଁ ର ଅଗ୍ରଣୀ ଚାଷୀ ବିକାଶ କୁମାର ନାଏକ (ପିଣ୍ଟୁ)କରିଥିବା ମାଛଚାଷ ପୋଖରୀରେ ବିଷପକାଇଥବାରୁ ମାଛମରି ପାଣିରେ ଭାଷୁଛନ୍ତି ।।ଗାଁ ଜନବସତି ହରିଜନପଡା କୁ ଲାଗିଥିବା ପ୍ରାୟ ୫ଏକର ଜମିପରିମିତ ପୋଖରୀ ମୁଣ୍ଡା ରେ ମାଛମରିଭାଷୁଛନ୍ତି ।।ଏନେଇ ବିକାଶ ଭେଡେନ ଥାନା ର ଦ୍ବାରସ୍ତହୋଇ ରିପୋଟ କରିଛନ୍ତି ।। ମାଛ ଚାଷ ରୁ ଏ ବିରାଟ କ୍ଷତି ଯୋଗୁଁ ବିକାଶ ଭାଙ୍ଗିପଡିଛନ୍ତି ।।କେଉଁ ଦୁର୍ବତ୍ତ ଏଭଳି କାମ କରିଛି ତାର ତଦନ୍ତହୋଇ କାର୍ଯ୍ଯାନୁଷ୍ଠାନ ନେବାକୁ ବିକାଶ ଦାବୀ କରିଛନ୍ତି

 

harisanker behera nka report

Leave a Reply

Your email address will not be published. Required fields are marked *