October 24, 2025

Month: July 2025

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଷଷ୍ଠ କଳାହାଣ୍ଡି ଜିଲ୍ଲା ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ରେ ଷଷ୍ଠ କଳାହାଣ୍ଡି ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ...

ବନ ମହୋତ୍ସବ ସପ୍ତାହ ପାଳନ ସହ ଆଇନ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ

ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଉଦ୍ଦେଶ୍ୟ ରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ପକ୍ଷରୁ...

କଳାହାଣ୍ଡି:ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର,

ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା। କଳାହାଣ୍ଡି ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ଦେଖିବାକୁ ମିଳିଛି।ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଖଟିଆରେ...

ଲୋକପ୍ରିୟ ଡାକ୍ତର ମଳୟ ବେହେରା ଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲାର ସୁନାମ ଧନ୍ୟ ଡାକ୍ତର ମଳୟ ବେହେରାଙ୍କ ବୁଧବାର ପ୍ରତ୍ୟୁଷରେ ଭବାନୀପାଟଣା ସ୍ଥିତ ମହାବୀରପଡା ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ...

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନମୋହତ୍ସବ ପାଳିତ

ସ୍ଥାନୀୟ ଗୁଡସ ସେଡ ରୋଡ଼ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନମୋହତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବନମୋହତ୍ସବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ...

ସୁବର୍ଣ୍ଣପୁର ଜିଲ୍ଲା ରେ ଭାରତ ବନ୍ଦ ଡାକରା ର ପ୍ରଭାବ l

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ରେ ଆଜି ୯ ଜୁଲାଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧିନ ଫେଡେରେସନ ର ଡାକରା କ୍ରମେ ସର୍ବ ଭାରତୀୟ ଧର୍ମଘଟ ପାଳିତ ହୋଇଛି...

ସାତ ଦଫା ଦାବି ନେଇ ଡ୍ରାଇଭର ସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ

ସୁବର୍ଣ୍ଣପୁର --ଓଡ଼ିଶା ଡ୍ରାଇଭର ମହାସଂଘ ଓ ଡ୍ରାଇଭର ଏକତା ମଞ୍ଚ ର ନିଷ୍ପତ୍ତି କ୍ରମେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ଧମକ ଦେଇଥିବା ଆନ୍ଦୋଳନ ରେ ତରଭା...

ପଲସାଗୋରା ନୋଡାଲ ଉ. ପ୍ରା. ବିଦ୍ୟାଳୟ ରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ନୋଡାଲ ଉ. ପ୍ରା. ବିଦ୍ୟାଳୟ ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ରେ ସଭାପତି ଶ୍ରୀଯୁକ୍ତ ମିଥୁନ...

କଣ୍ଟାମାଳ ହାଇସ୍କୁଲ୍ ପରିସରରେ ବନମହୋତ୍ସବ ପାଳିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ହାଇସ୍କୁଲ ପରିସରରେ ଜୁନିଅର ରେଡ଼କ୍ରସ୍,ଇକୋ କ୍ଲବ୍ ଓ ଶକ୍ତିକ୍ଲବ୍ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ...

ମରାଡୋଗୋଚ୍ଛା ପେକ୍ସ ରେ ଚାଷୀ ଶୋଷଣ ର ଶିକାର ହେଉଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଗୁହାରି କଲେ ଚାଷୀ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ହୋଇଥିବା ଗତକାଲି ( 07/7/25 ସୋମବାର) ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ...