May 9, 2025
Home » ଜଗତସିଂହପୁର କେ. ବି. କେ. ରେ ପାଞ୍ଚ ଦିନିଆ ମତ୍ସ ତାଲିମି ଚାଲିଛି,

ଜଗତସିଂହପୁର କେ. ବି. କେ. ରେ ପାଞ୍ଚ ଦିନିଆ ମତ୍ସ ତାଲିମି ଚାଲିଛି,

0
WhatsApp Image 2024-09-11 at 7.14.13 PM

ଜଗତସିଂହପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ରେ ମତ୍ସ ଚାଷ ବିଷୟରେ ଏକ ପାଞ୍ଚ ଦିନିଆ ତାଲିମି କାଯ୍ୟ କ୍ରମ ଅନୁଷ୍ଠିତ କରାଯାଇଛି, ଉକ୍ତ ତାଲିମି ଶିବିରରେ ଜଗତସିଂହପୁର ଜିଲ୍ଲା ର ବିଭିର୍ଣ୍ଣ ବ୍ଲକ ରୁ ବହୁ ଚାଷୀପ୍ରଶିକ୍ଷଣ ନିମିତ୍ତ ଏହି ଶିବିରରେ ଯୋଗ ଦେଇଛନ୍ତି, ମାଛ ର ଉର୍ଣତ କିସମ ଯାଆଁଳ ଚାଷ , ତାର ରୋଗ, ଓ ଖାଦ୍ୟ ପରିଚାଳନା, ଔଷଧ ପ୍ରୟୋଗ, ଓ ବାର୍ଷିକ ଉତ୍ପାଦନ ଏବଂଲାଭ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି

, ପ୍ରଶିକ୍ଷିକା ବରିଷ୍ଠ ବୈଜ୍ଞାନୀକ,ଶ୍ରୀମତୀ ସରିତା ଦାଶ ଉପସ୍ଥିତ ମହିଳା ଏସ ଏଚ ଜି ଗ୍ରୁଫୁ, ଆଗ୍ରହୀ ମତ୍ସ ଚାଷୀ ଙ୍କୁ ବିସ୍ତୃତଜ୍ଞାନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି,ତିର୍ତୋଲ ବ୍ଲକ ନିମକଣା ଠାରେ ଥିବା ଜିଲ୍ଲାର କୃଷିବିଜ୍ଞାନ କେନ୍ଦ୍ରମତ୍ସ, ପଶୁ, ମହୁମାଛି,କୁକୁଡ଼ା ବତକ କୃଷି ଯନ୍ତ୍ର ପାତିର ବେବହାର କୃଷକ ମାନଙ୍କୁ ତାଲିମି ଦେଇ ଅନେକ ସଫଳ ଚାଷୀ ନିର୍ମାଣ କରିବାରେ ସାହାୟକ ହୋଇଛନ୍ତି,ଅଧୁନା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼.ଜୀବନ ଜ୍ୟୋତି ସେନ ଙ୍କ ତତ୍ତ୍ଵବ ଧାନରେ ବହୁ ବୈଜ୍ଞାନୀକ ଏଠାରେ ଗବେଷଣା ରତ ଅଛନ୍ତି, ଜଗତସିଂହପୁର ଜିଲ୍ଲା କେବିକେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଶହ ଶହ ସଫଳ ଚଷୀ ନିର୍ମାଣ କରିପାରିଛି l

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *