March 12, 2025
Home » ଇମେଟ ଆବାକସ୍ ପ୍ରାଇଭେଟ୍ ଲିମିଟେଡ ତରଫରୁ ଏକ ପ୍ରେସମିଟ

ଇମେଟ ଆବାକସ୍ ପ୍ରାଇଭେଟ୍ ଲିମିଟେଡ ତରଫରୁ ଏକ ପ୍ରେସମିଟ

0

ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହିକାର୍ଯ୍ୟକ୍ରମରେ ଇମେଟ ଅବାକସ୍ ପ୍ରାଇଭେଟ୍ ଲିମିଟେଡ ର ଶ୍ରୀ ମାନସ ରଞ୍ଜନ ସାହୁ, Dist. Coordinater ଅନିଲ କୁମାର ପାତ୍ର, ବରୁଣ କୁମାର ପାଣିଗ୍ରାହୀ, ବିଜ୍ଞାନ ଚନ୍ଦ୍ର ମହାରଣା ଯୋଗ ଦେଇ ଏହି କାର୍ଯକ୍ରମ କୁ ସଫଳତାର ସହ ସମ୍ପାଦନ କରିଥିଲେ । ଏହା ସହ ବ୍ରହ୍ମପୁର ମିଡିଆ ଭାଇ ମାନେ ଆସି ଏହି କାର୍ଯକ୍ରମ ରେ ନିଜର ସହଯୋଗ ଦେଇଥିଲେ।

ଆସନ୍ତା ତା – ୨୯/୧୨/୨୪ ରେ GURUKUL INTERNATIONAL PUBLIC SCHOOL ରେ ୭ମ ନେସନାଲ ଅବାକାସ ତାଲେଣ୍ଟ ହଣ୍ଟ ର ପରୀକ୍ଷା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉ ଅଛି। ପ୍ରାୟ ୧୦୦୦ ରୁ ଅଧିକା ଛାତ୍ରଛାତ୍ରୀ ୧୪ଟି ରାଜ୍ୟ ରୁ ଏହି କାର୍ଯକ୍ରମ ରେ ଯୋଗଦାନ କରିବେ ଏବଂ ପରୀକ୍ଷା ରେ ଯୋଗ ଦେବେ ଇମ୍ମେଟ। ଇମେଟ୍ ଆବକସ୍ ଏକାଡେମୀ ଓଡିଆ କମ୍ପାନୀ ଦୀର୍ଘ ୬ ବର୍ଷ ଧରି ଜାତୀୟ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପାଦନ କରିଆସୁଅଛି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *