August 21, 2026
Home » ରାଜନୀତି » Page 29

ରାଜନୀତି

ନରସିଂହପୁରରୁ ଆନ୍ଧ୍ରପ୍ରଦେଶକୁ ଓଡ଼ିଶା ଧାନ ଚାଲାଣ

ଆଠଗଡ଼,: ନରସିଂହପୁରରୁ ଆନ୍ଧ୍ରପ୍ରଦେଶକୁ ଓଡ଼ିଶା ଧାନ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାଗ ହାତରେ ଧରାପଡିଛି।ଚାଷୀଙ୍କ ଠାରୁ ୧୬୦୦ ଟଙ୍କାରେ କିଣି ଜଣେ ବେପାରୀ ଆନ୍ଧ୍ରକୁ ପଠାଉଥିଲା।...

ଶହୀଦ ଲକ୍ଷ୍ମଣ ନାଏକଙ୍କ ଶ୍ରାଦ୍ଧ ଦିବସରେ ଗରିମାମୟ ମାଲ୍ୟାର୍ପଣ

    ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ଅସ୍ମିତା ଓ ସ୍ୱାଭିମାନର ଅଦମ୍ୟ ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ ନିର୍ଭୀକତା, ତ୍ୟାଗ ଓ ଦେଶପ୍ରେମର ଉଜ୍ଜ୍ୱଳ ଉଦାହରଣ।...

ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଶାଳୀନ ମନ୍ତବ୍ୟ ର ପ୍ରତିବାଦ : ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ

ସୁବର୍ଣ୍ଣପୁର: କଳା ଓ ସଂସ୍କୃତି ପରିଷଦ, ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ରାଜ୍ୟ ଅଧ୍ୟକ୍ଷ ଲଷ୍ମୀଧର ସାହୁଙ୍କ ଡାକରାରେ ବୌଦ୍ଧ ଜିଲ୍ଲା ସଭାପତି ଅରୁଣ କୁମାର...

ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ କେନ୍ଦ୍ରୀୟ ସମ୍ମିଳନୀ ଅନୁଷ୍ଠିତ

ପୋଲସରା : ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ ପୋଲସରା ଲୁଣୀଘାଟି ପଡ଼ିଆରେ କେନ୍ଦ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ନବମୀ କୁ...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଆର୍ମି ଚିଫ

ପୁରୀରେ ସ୍ଥଳସେନା ମୁଖ୍ୟ l ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳସେନା ମୁଖ୍ୟ । ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ...

ହୋଇପାରିଲା ନାହିଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ୟ

ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ କାର୍ଯ୍ୟ ଆରଂଭ ହୋଇପାରିଲା ନାହିଁ। ଏକାଧିକ ଥର ଶ୍ରୀ ମନ୍ଦିର ପ୍ରଶାସନ ର ବୈଠକ ଅନୁଷ୍ଠିତ ହେଉଥିଲେ ମଧ୍ୟ ଶ୍ରୀମନ୍ଦିର ଆଦର୍ଶ...

ଦୁଇ କମିଟି ବିବାଦ ନେଇ ଶ୍ରୀରାମ ନବମୀ ପାଳନ ଉତ୍ସବ ବନ୍ଦ।

  ମନ୍ଦିର ଦ୍ୱାର ଫିଟାଇଲେନାହିଁ ପ୍ରଶାସନ.... ଧର୍ମଗଡ:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଚଳିତ ବର୍ଷ...

ନୟାଗଡରେ ଚିନିକଳ ସ୍ଥାପନ ପାଇଁ ଜାଗା ବୁଲି ଦେଖିଲେ ବିଶେଷଜ୍ଞ ଦଳ

ନୟାଗଡ : ନୟାଗଡ ଗତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ନୟାଗଡ ଜିଲ୍ଲାବାସୀଙ୍କୁ ୧୦୦ ଦିନରେ ଚିନିକଳ ଚଳାଇବାର ପ୍ରତିଶ୍ରୁତି ଦେଇଥିଲେ ସାଂସଦ ସମ୍ବିତ ପାତ୍ର...

ବ୍ରହ୍ମପୁର ବିଧାୟକଙ୍କୁ ସାଧୁବାଦ ଜଣାଇଲା ସହର ତଳି କ୍ରିୟାନୁଷ୍ଠାନ କମିଟି

  ବ୍ରହ୍ମପୁର - ବହୁ ପ୍ରତିକ୍ଷିତ ରେଡ଼ିଓ ଷ୍ଟେସନ ଠାରୁ ଲୋଚାପଡା ରୋଡର ଧୋବା ନାଳ ପର୍ଯ୍ୟନ୍ତ ରାସ୍ତାର ଆଲୋକିକରଣ ବ୍ୟବସ୍ଥାର ଶୁଭାରମ୍ଭ କରି ବ୍ରହ୍ମପୁର ବିଧାୟକ...

ପାନୀଯ ଜଳ ସମସ୍ଯା ଓ ନଳକୂପ ଖନନ ପାଇଁ ବିଧାୟକଙ୍କ ପଦକ୍ଷେପ

  ଧର୍ମଗଡ଼ , କଲମପୁର ଓ କୋକସରା ବ୍ଲକ ଅଞ୍ଚଳରେ ପାନୀଯ ଜଳ ସମସ୍ଯା ଓ ନୂତନ ନଳକୂପ ଖନନ ପାଇଁ ପଦକ୍ଷେପ ନେବା ପାଇଁ ଧର୍ମଗଡ଼...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।