September 28, 2026
Home » ରାଜ୍ୟ » Page 34

ରାଜ୍ୟ

ତାଇକୋଣ୍ଡ ବିଜେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆନ୍ଧ୍ରପ୍ରଦେଶ କାକିନାଡା ଠାରେ ୧୦ଟି ରାଜ୍ୟର ୬୦୦ ଖେଳାଳୀଙ୍କୁ ନେଇ ଅନୁଷ୍ଠିତ ଦୁଇଦିନିଆ ପ୍ରତିଯୋଗୀତାରେ ଓଡିଶାର କଳିଙ୍ଗ ଯୋଦ୍ଧା ତାଇକୋଣ୍ଡ ଏକାଡେମୀ ଟିମ୍ ୧୬ଟି ପଦକ ସହ...

ସମାବେଶୀ ସହର ପାଇଁ ଶକ୍ତି

  ଶକ୍ତି ସମ୍ମିଳନୀ ୨୦୨୬ରେ ଲିଙ୍ଗ-ସମ୍ବେଦନଶୀଳ ସହରୀ ଯାତାୟାତକୁ ଗୁରୁତ୍ୱ ଭୁବନେଶ୍ୱର:“ଯେତେବେଳେ ମହିଳାମାନେ ଆଗକୁ ବଢ଼ନ୍ତି, ସହର ବି ଆଗକୁ ବଢ଼େ।” ଏହି ଦୃଢ଼ ବାର୍ତ୍ତା ସହିତ...

ବରଗଡ଼ରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

  ୧୦୩ ପରିବାରଙ୍କୁ ମିଳିଲା ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ, ଶ୍ରେଷ୍ଠ ପୌର କର୍ମଚାରୀ ସମ୍ମାନିତ ବରଗଡ଼, ଅଗଷ୍ଟ ୩୧: ଆଜି ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ...

ବନମାଳୀ ମେହେର ପାଇବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସୁବର୍ଣ୍ଣପୁର -- ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବନମାଳୀ ମେହେର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ...

ଜାତୀୟ କ୍ରୀଡ଼ା ମିଟ୍‌ରେ ବୌଦ୍ଧ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଚମତ୍କାର ସଫଳତା

  ବୌଦ୍ଧ --ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ଅଧୀନରେ ଅଭ୍ୟାସ ଜାରି ରଖିଥିବା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ଛାତ୍ରୀମାନେ ନ୍ୟାସନାଲ୍ ସ୍ପୋର୍ଟସ୍ ମିଟ୍ ଆର୍ଚେରୀ-୨୦୨୬ରେ...

ମାୟାବର୍ହା ନୋଡାଲ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାୟାବର୍ହା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ165 ତମ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ...

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ମନ୍ତ୍ରୀ

ସୁବର୍ଣ୍ଣପୁର--- ସୋମବାର ( 31/08/26) ଦିନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଟାଉନ ହଲରେ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ ହୋଇଛି ଏବଂ...

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର -- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ତମ୍ବାସିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୋମବାର ଦିନ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ଭାବପ୍ରବଣ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର--- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସହରର...

ଆକାଶବାଣୀ କେନ୍ଦୁଝରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ବିଦାୟ ସମ୍ବର୍ଦ୍ଧନା

କେନ୍ଦୁଝର: କେନ୍ଦୁଝର ଆକାଶବାଣୀ କେନ୍ଦ୍ରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ଆକାଶବାଣୀ କେନ୍ଦୁଝର ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଅନିତା ତୀର୍କି,...