September 28, 2026
Home » ରାଜ୍ୟ » Page 33

ରାଜ୍ୟ

ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ପୁରୋହିତଙ୍କ ଦାୟିତ୍ୱ ଗ୍ରହଣ

ପାରାଦୀପ: ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ୧୯୯୬ ବ୍ୟାଚ୍‌ର ଆଇଆରଏସଇଇ ଅଧିକାରୀ ସୁଶାନ୍ତ କୁମାର ପୁରୋହିତ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭି.ଓ. ଚିଦାମ୍ବରମ୍...

୨୮ଟି ନବଗଠିତ NAC ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍

  ନବଗଠିତ ସହରାଞ୍ଚଳରେ ମୌଳିକ ଭିତ୍ତିଭୂମି ଓ ଆଧୁନିକ ନାଗରିକ ସୁବିଧାକୁ ଗୁରୁତ୍ୱ* ଭୁବନେଶ୍ବର,: ରାଜ୍ୟର ନବଗଠିତ NAC ଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ...

ରାହୁଲ ଗାନ୍ଧୀଙ୍କ ଉପରୁ ଏତଲା ପ୍ରତ୍ୟାହାର ଦାବୀରେ ଯୁବ କଂଗ୍ରେସର ବିକ୍ଷୋଭ

  ବିଜେପି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଯାଉଥିବା ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲେ ପୁଲିସ ଭୁବନେଶ୍ୱର ତା. ୦୨.୦୯ ରିଖ : ଲୋକସଭାର ବିରୋଧିଦଳର...

ବିଏମ୍ ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର;ତା 31.08.2026 ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବସ ବ୍ୟାପି ଥିବା କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ,...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ

  ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ ନବରଙ୍ଗପୁର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।...

ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଡମ୍ପିଂ ୟାର୍ଡରେ ଲିଗାସି ବର୍ଜ୍ୟବସ୍ତୁର ବାୟୋ-ମାଇନିଂ କାର୍ଯ୍ୟର ଶୁଭାରମ୍ଭ

  ରାୟଗଡ଼:ରାୟଗଡ଼ ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ରାୟଗଡ଼ ପୌରପରିଷଦ ପକ୍ଷରୁ ମା’ ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପସାଇଟ୍‌ରେ ଜମା ହୋଇ ରହିଥିବା...

ରାୟଗଡ଼ ସହରରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ମେକାନିକାଲ ସ୍ୱିପିଂ (ଯାନ୍ତ୍ରିକ ରାସ୍ତା ସଫେଇ) ବ୍ୟବସ୍ଥା

  ରୟଗଡ଼ ପୌରପରିଷଦ ଅଞ୍ଚଳକୁ ଅଧିକ ସ୍ୱଚ୍ଛ, ସୁନ୍ଦର ତଥା ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପତ୍ର ସଂଖ୍ୟା ୮୬୨୫...

ଅତ୍ୟାଧୁନିକ ଡିଜିଟାଲ୍ ବ୍ୟବସ୍ଥା ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବାରେ ସହାୟକ ହେବ – ରାଜସ୍ୱ ମନ୍ତ୍ରୀ

  - ଭୁବନେଶ୍ୱର:ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଡାଟା-ଭିତ୍ତିକ, ବୈଜ୍ଞାନିକ ଏବଂ ପ୍ରଯୁକ୍ତିସମ୍ପନ୍ନ ତଥା ସୁଦୃଢ଼ କରିବା ଦିଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା...

୨୦୨୬-୨୭ର ପ୍ରଥମ ବରିଷ୍ଠ ତୀର୍ଥଯାତ୍ରା- ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ

  ସାମିଲ ହେଲେ ୭୭୫ ଜଣ ବରିଷ୍ଠ ନାଗରିକ ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ...

ଖୋର୍ଦ୍ଧାରୋଡ୍ ମଣ୍ଡଳରେ ‘ହିନ୍ଦୀ ପଖୱାଡ଼ା–୨୦୨୬’ ଉଦ୍‌ଘାଟିତ

  ଜଟଣୀ:ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ମଣ୍ଡଳରେ ସେପ୍ଟେମ୍ବର ୦୧,୨୦୨୬ରୁ ସେପ୍ଟେମ୍ବର ୨୩,୨୦୨୬ ପର୍ଯ୍ୟନ୍ତ ‘ହିନ୍ଦୀ ପଖୱାଡ଼ା–୨୦୨୬’ ପାଳନ କରାଯାଉଛି।ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ...