ସହକାରୀ ଯନ୍ତ୍ରୀ ଟାଟା କମ୍ପାନୀ ବିଦ୍ୟୁତ ବିଭାଗ ଙ୍କ ଅବହେଲା
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ମାନ ପୁର ଗ୍ରାମପଞ୍ଚାୟତର ଇଛାପୁର ଗଣ୍ଡା ପଡ଼ା ଇଲେକ୍ ଟ୍ରିକ୍ ପୋଲକୁ ଅଳ୍ପ କିଛି ଦୂରକୁ ସ୍ଥାନାନ୍ତରଣ ସକାଶେ ସଂପୃକ୍ତ ଯନ୍ତ୍ରୀ ମହାଶ ୟକୁ ଲିଖିତ ଅଭିଯୋଗ କରାଯାଇଅଛି, ହେଲେ ଅଭିଯୋଗ ଗ୍ରହଣ କରାଯାଇ କାହିଁକି ଆଜି ସୁଦ୍ଧା ଏହାର ପ୍ରତିକାର ହୋଇପାରୁନାହିଁ, ଗଣ୍ଡା ପଡ଼ାବାସୀଙ୍କ ଅଭିଯୋଗ ଭିତ୍ତିହୀନ କି? ଏଥିପାଇଁ ଆସନ୍ତାକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ସକାଶେ ନିଷ୍ପତ୍ତି ନିଆଯାଇ ଥିବା ଶୁଣିବାକୁ ମିଳୁଅଛି,
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
