May 6, 2026
Home » କାବ୍ୟମଞ୍ଚ ଇକାଇ ତରଫରୁ କବିତା ପାଠ ଅନୁଷ୍ଠିତ

କାବ୍ୟମଞ୍ଚ ଇକାଇ ତରଫରୁ କବିତା ପାଠ ଅନୁଷ୍ଠିତ

0
WhatsApp Image 2026-05-06 at 10.28.56 AM (1)

ସୁବର୍ଣ୍ଣପୁର: ମଙ୍ଗଳବାର ସଂନ୍ଧ୍ୟା 7 ଘଣ୍ଟା ସମୟ ରେ ଆନ୍ତର୍ଜାତୀୟ ମହିଳା କାବ୍ୟମଂଚ ବଲାଙ୍ଗୀର ଇକାଇ ତରଫରୁ ବଲାଙ୍ଗୀର ଅଧ୍ୟକ୍ଷା ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଙ୍କ ଅଧ୍ୟକ୍ଷତା ରେ ମାସିକ କବିତା ପାଠ ଆସର ଅନୁଷ୍ଠିତ ହେlଇ ଯାଇଛି l

ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ମହାସଚୀବ ତଥା ଓଡିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶ ର ପ୍ରଭାରୀ କମଲପ୍ରଭା କପାନୀ ମେଡମ୍ ଏବଂ ଗୁଜୁରାଟ ପ୍ରଦେଶ ର ଉପାଧ୍ୟକ୍ଷ କୁମୁଦ ପ୍ରଭା ବର୍ମା ମେଡମ୍ ବିଶିଷ୍ଟ ଅତିଥି ଭାବରେ ଯେlଗ ଦେଇଥିଲେ l ମହିଳା କାବ୍ୟମଂଚ ର ସଂସ୍ଥାପକ, ସାନ୍ନିଧ୍ୟ ଡ:ନରେଶ ନାଜ ମଧ୍ୟ ଯେlଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ପ୍ରଦେଶ ଉପାଧ୍ୟକ୍ଷା ସ୍ବର୍ଣ୍ଣପ୍ରଭା ମହାପାତ୍ର ଙ୍କ ସହିତ ପ୍ରାୟ କେlଡିଏ ଜଣ କବି କବୟିତ୍ରୀ ଉପସ୍ଥିତ ରହି ନିଜ ନିଜର ସ୍ବରଚିତ କବିତା ପାଠ କରି ଆସର ର ସମ୍ମାନ ବଢାଇ ଦେଇଥିଲେ l ଶେଷ ପର୍ଯ୍ୟାୟ ରେ ଅଧ୍ୟକ୍ଷା ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଧନ୍ୟବାଦ ଅର୍ପଣ କରିବା ପରେ ମମତା ସାହୁ ଶାନ୍ତିପାଠ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *