November 5, 2026
Home » ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ଅଭିଯୋଗ ରେ ADEO ନିଲମ୍ବିତ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ଅଭିଯୋଗ ରେ ADEO ନିଲମ୍ବିତ

0
WhatsApp Image 2026-11-03 at 1.21.53 PM (1)

ସୁବର୍ଣ୍ଣପୁର — ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ଅଭିଯୋଗ ରେ ADEO ନିଲମ୍ବିତ ହୋଇଥିବା ଜଣାପଡିଛି l ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମପଞ୍ଚାୟତ ର ADEO ସରୋଜ କୁମାର ମହାକୁଡ଼ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ଅଭିଯୋଗ ରେ ବୌଦ୍ଧ ଜିଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡିଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କ ଘର ର ଫଟୋ ଜାଲିଆତି କରି ଅପଲୋଡ଼ କରିଥିବା ଅଭିଯୋଗ ହୋଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *