September 11, 2026
Home » ସ୍ବାଧୀନ ଭାରତରେ ରେ ପରାଧୀନ ସରକାରୀ ଯୋଜନା

ସ୍ବାଧୀନ ଭାରତରେ ରେ ପରାଧୀନ ସରକାରୀ ଯୋଜନା

0
WhatsApp Image 2026-09-10 at 11.11.18 PM

ସ୍ବାଧୀନ ଭାରତରେ ରେ ପରାଧୀନ ସରକାରୀ ଯୋଜନା ନାଁ ରହିଛି ଆବାସ ଯୋଜନା , ନାଁ ରହିଛି ପ୍ରାଥମିକ ଶିକ୍ଷା ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସ୍ଵାସ୍ଥ୍ୟ ସମସ୍ୟା ବ୍ୟବସ୍ଥା ଫେଲ୍ । ପୋଲସରା ବ୍ଲକ୍ ଅନ୍ତର୍ଗତ ପାଣ୍ଡିରପଡା ପଞ୍ଚାୟତ ଓସ୍ତା ଓ ଖୁରା , ପିପିଲିମାଳ ବିକାଶ ଠାରୁ ବହୁଦୂରେ।
ଫୋଟ ନ୍ୟୁଜ ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *