September 11, 2026
Home » ସ୍କୁଲ ପିଲାଙ୍କ ସୁରକ୍ଷାପାଇଁ ପ୍ରଶାସନ ଅବହେଳା।

ସ୍କୁଲ ପିଲାଙ୍କ ସୁରକ୍ଷାପାଇଁ ପ୍ରଶାସନ ଅବହେଳା।

0
WhatsApp Image 2026-09-10 at 11.11.17 PM

ପୋଲସରା ଇପିଏ :  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ପନ୍ତିଆମ୍ମା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପିଲାଙ୍କ ସୁରକ୍ଷାପାଇଁ ପ୍ରଶାସନ ଅବହେଳା । ନାଁ ରହିଛି ପାଚେରୀ ସ୍କୁଲ ପରିସର ବୁଲା ଜନ୍ତୁ ପ୍ରବେଶ କରୁଛନ୍ତି ଓ ଅସାମାଜିକଙ୍କ ଆଡା ପାଲଟିଛି । ସ୍ଥାନୀୟ ଲୋକମାନେ ଆଲୋଚନା କରିବାର ଶୁଣିବା ପାଇଁ ମିଳୁଛି। ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବି ଆଲୋଚନାକୁ ପ୍ରଶାସନ ଗ୍ରହଣ କରିବା ନିମନ୍ତେ ଦାବି।
ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *