ସମ୍ଭର୍ଦ୍ଧନା ସମାରୋହ
ଭୁବନେଶ୍ୱର – ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ମଧୁସୂଦନ ପାର୍କ ମର୍ନିଂ ୱାକର୍ ଆସୋସିଏସନ୍, ପୋଖରୀପୁଟ ଦ୍ୱାରା ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ବାଇଧର ପାତ୍ର , ସୁଦର୍ଶନ ମହାଲିକ, ନିରଂଜନ ସେନାପତି, ଭଗବାନ୍ ସାହୁ ଏବଂ ପଠାଣି ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ସଭାପତି ନିର୍ମଳ ସାମଲ, ସଚିବ ଲକ୍ଷ୍ମୀନାରାୟଣ ପାଢ଼ୀ , ଡ଼ଃ ପ୍ରବୀର କୁମାର ମହାପାତ୍ର, ଅଭୟ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ରଜେନା, ରମେଶ ଚନ୍ଦ୍ର ପାତ୍ର, ହର୍ଷବର୍ଦ୍ଧନ ଉଦ୍ଗାତା , ଲମ୍ବୋଦର ପଣ୍ଡା, ଶିଶିର ଦାସ, ଭାସ୍କର ସେଥୀ , ଅଶୋକ ପ୍ରଧାନ, ରଘୁନାଥ ପାରିଦା ଏବଂ ତରଣୀ ସେନ ନାୟକ ଉପସ୍ଥିତ ଥିଲେ। ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !
