August 21, 2026
Home » Archives for EPA editor » Page 165

EPA editor

କାଳବୈଶାଖୀ ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:ବଦଳିବ ପାଗ

  ଭୁବନେଶ୍ୱର:ଗତ କିଛି ଦିନ ହେବ ରାଜ୍ୟରେ ଅସମ୍ଭାଳ ତାତି ହେଉଥିଲା। ପାରଦ ସବୁବେଳେ ଉପରମୁହାଁ ରହୁଥିଲା। ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା...

ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ

ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା l ସୁବର୍ଣ୍ଣପୁର--- ସଂସଦରେ ବିଧାନସଭା ଏବଂ ଲୋକସଭା ପାଇଁ ଆଗତ ମହିଳା ସଂରକ୍ଷଣ ବିଲ...

ଡୁଙ୍ଗୁରିପାଲି ଆମ୍ବେଦକର ସୃତି କମିଟି ପକ୍ଷରୁ ୧୩୫ତମ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ

ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଆରଏମସି ପରିସରରେ ଭାରତୀୟ ସମ୍ବିଧାନ ପ୍ରଣେତା, ଭାରତରତ୍ନ, ବିଶ୍ୱରତ୍ନ, ସାମ୍ୟ ବାଦର ପ୍ରତୀକ ଡ଼. ଭୀମରାଓ ରାମଜୀ ବାବା ସାହେବ...

ବାଇକ ଧକ୍କା ରେ ଶିକ୍ଷକ ଙ୍କ ମୃତ୍ୟୁ l

  ସୁବର୍ଣ୍ଣପୁର -- ଗତକାଲି ସନ୍ଧ୍ୟା ସମୟ ରେ ବାଇକ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ଘଟଣା...

କ୍ୟାନଫେଷ୍ଟ-୨୦୨୬ ର ୭ମ ସନ୍ଧ୍ୟାରେ, ବଙ୍ଗଳା ନାଟକ ନୀଳ ପିରିଟର ଫୁଲ ମଞ୍ଚସ୍ଥ ହେଲା

  ୨୩ତମ ଜାତୀୟ ନାଟ୍ୟ ମହୋତ୍ସବ କ୍ୟାନଫେଷ୍ଟ-୨୦୨୬ ର ୭ମ ସନ୍ଧ୍ୟାରେ, ବଙ୍ଗଳାଭିତ୍ତିକ ଦଳ ଏବୋଙ୍ଗ ଆମରା କଲ୍ଲୋଳ ଭଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ନାଟକ ନୀଳ ପିରିଟର...

ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୬ ପାଳିତ

ନୟାଗଡ : ନୟାଗଡ ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୬ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ...

ଅନ୍ତୋଦୟ ଗୃହ ବଣ୍ଟନ ଅନିୟମିତତା ନେଇ ବିଡ଼ିଓଙ୍କ ଜରିଆରେ ଦାବିପତ୍ର

  ପୋଲସରା : ରାଜ୍ୟ ଓ କେନ୍ଦ୍ର ସରକାର ବାସହୀନ ଲୋକଙ୍କ ପାଇଁ ଅନ୍ତୋଦୟ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ...

କ୍ୟାନଫେଷ୍ଟ-୨୦୨୬ର ଷଷ୍ଠ ସନ୍ଧ୍ୟାରେ ନାଟକ ଗୋଲଡେନ ବଜାର ମଞ୍ଚସ୍ଥ ହେଲା

  ୨୩ତମ ଜାତୀୟ ନାଟ୍ୟ ମହୋତ୍ସବ କ୍ୟାନଫେଷ୍ଟ-୨୦୨୬ର ଷଷ୍ଠ ସନ୍ଧ୍ୟାରେ ମୁମ୍ବାଇ ସ୍ଥିତ ନାଟ୍ୟ ଅନୁଷ୍ଠାନ, ପୋଲି ଥିଏଟର ଗ୍ରୁପ୍ ଦ୍ୱାରା ବିଜୟ ସିଂହ ପରମାରଙ୍କ ନିର୍ଦ୍ଦେଶିତ...

ବଡଭାଇର ବାହାଘର ପ୍ରସେସନ ବେଳେ ସାନଭାଇକୁ ହତ୍ୟା

ବଡଭାଇର ବାହାଘର ପ୍ରସେସନ ବେଳେ ସାନଭାଇକୁ ହତ୍ୟା ଘଟଣା ପରେ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା   ଗତ ରାତିରେ ଉତ୍ୟକ୍ତ ଗ୍ରାମବାସୀ ହତ୍ୟାକାରୀ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।