ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ପାରାଦୀପ କଲେଜ ଏନସିସି ଆଲୁମୁନି ପକ୍ଷରୁ ୨୩ତମ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ
ପାରାଦୀପ: ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ଏବଂ ଏନସିସି କ୍ୟାଡେଟମାନଙ୍କ ମିଳିତ ଆନୁକୂଲ୍ୟରେ ୨୩ତମ ବାର୍ଷିକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ...
