September 22, 2026

ମନୋରଞ୍ଜନ

 ବରପାଲି ଶୀତଳ ଷଷ୍ଠୀ: କନ୍ୟା ମନୋନୟନ ପତରପେଣ୍ଡି

ବରପାଲି:  ଚଳିତ ବର୍ଷ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ଦ୍ବିତୀୟ ଦିବସରେ ବାବା କପିଳେଶ୍ଵର ଙ୍କ ତରଫରୁ ଶ୍ରୀ ଶ୍ରୀ ହର ପାର୍ବତୀ ଓ...

 ତାରକାସୁର ରାଜ୍ୟାଭିଷେକ ପରେ ସ୍ବର୍ଗପୁର ଆକ୍ରମଣ ରେ ଦେବଗଣ ବ୍ୟସ୍ତ ବିବ୍ରତ

 ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ରେ ଅନୁଷ୍ଠିତ ହେଉଥିବା ତାରକାସୁର ରାଜ କାର୍ଯ୍ୟକ୍ରମ ରେ ତାରକାସୁର ଅଭିଷେକ ପରେ ଶୁକ୍ରଚାର୍ଯ୍ୟ ଙ୍କ ମନ୍ତ୍ରଣାରେ ସ୍ବର୍ଗପୁର ଆକ୍ରମଣ...

୨୨ତମ ରାଜ୍ୟସ୍ତରୀୟ ସବ୍ ଜୁନିଅର୍ ହ୍ୟାଣ୍ଡବଲ ଚାମ୍ପିଅନ ଗଞ୍ଜାମ ଦଳକୁ ସମ୍ବର୍ଦ୍ଧିତ କଲେ ବିଧାୟକ

  କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ଆୟୋଜିତ ୨୨ତମ ଅଲ ଓଡିଶା ସବ ଜୁନିଅର ବାଳିକା ଓ ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମର ବାଳକ ଦଳ ଫାଇନାଲରେ ଆୟୋଜକ...

ରାଜୁ ପାତ୍ରଙ୍କ ୭୫ଵର୍ଷ ଜନ୍ମ ଜୟନ୍ତୀ ରେ ରକ୍ତଦାନ

ପ୍ରାକ୍ ରଥଯାତ୍ରା ପ୍ରସ୍ତୁତିରେ ରକ୍ତଦାନ ଶିବିର ଗୁରୁତ୍ବପୂର୍ଣ୍ଣ -ପ୍ରତୀକ ସିଂ ପ୍ରାକ୍ ରଥଯାତ୍ରା ପ୍ରସ୍ତୁତି ସମୟରେ କଳିଙ୍ଗ ବୈଶ୍ୟ ସଂଘ ପ୍ରାୟୋଜିତ ମେଗା ରକ୍ତଦାନ ଶିବିର ଖୁବ୍...

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ରୁଷିଆରୁ ଗୌରବ ଆଣିଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆଜି ଲୋକ ଭବନରେ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ।କାଲିନିନଗ୍ରାଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ମହୋତ୍ସବରେ Russian Grand Sand...

ପୁରୀ ରେ ବରିଷ୍ଠ ନିର୍ବାଚନ ଡେପୁଟି କମିଶନର

  କ୍ଷେତ୍ର ପରିଦର୍ଶନ ସହ ଏସଆଇଆର କାର୍ଯ୍ୟ ର କଲେ ସମୀକ୍ଷା ପୁରୀ: ଭାରତର ନିର୍ବାଚନ କମିଶନର ଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ...

ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ଭରି ର ସୁନା ନାଗ

ଦର୍ଶନ ପାଇଁ ଭକ୍ତ ଙ୍କ ମଧ୍ୟରେ ଉତ୍କଣ୍ଠା l ସୁବର୍ଣ୍ଣପୁର -- ଅଷ୍ଟଶମ୍ଭୁ ଙ୍କ ସହର ସୁବର୍ଣ୍ଣପୁର ଠାରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ସମସ୍ତ ପ୍ରସ୍ତୁତି ସରିଛି।...

ପରିଣିତା ବିଶାଳ ରଜ ପର୍ବ–୨୦୨୬ ର ଭବ୍ୟ ଆୟୋଜନ

ଓଡ଼ିଆ ସଂସ୍କୃତି,ପର୍ବ ଓ ପରମ୍ପରା ଚିର ସବୁଜ:ଅପରାଜିତା ଭୁବନେଶ୍ୱର, :- ଆମ ଓଡ଼ିଶା ରେ ବାର ମାସରେ ତେର ପର୍ବ। ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ରଜ...

 ବରପାଲି ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ଶୁଭାରମ୍ଭ

ବରପାଲି,: ୧୪୯ବର୍ଷରେ ପାଦର୍ପଣ କରି ବରପାଲି ଐତିହ୍ୟ ପାରମ୍ପରିକ ଶୀତଳ ଷଷ୍ଠୀ ଯାତ୍ରା ଶିବ ବିବାହ ମହୋତ୍ସବ ବିଗତ ବର୍ଷ ଭଳି ଚଳିତ ବର୍ଷ ବିରାଟ ଆୟୋଜନ...

ପୁରୀ ଜିଲ୍ଲାରେ ଶିଶୁ ଶ୍ରମିକ ବିଲୋପ ପାଇଁ ୧୫ ଦିନିଆ ବିଶେଷ କାର୍ଯ୍ୟକ୍ରମ

ପୁରୀ ଜିଲ୍ଲାରେ ଶିଶୁ ଶ୍ରମିକ ବିଲୋପ ପାଇଁ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶରେ ୧୫ ଦିନିଆ ବିଶେଷ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଅଛି। ଏହି ଅବସରରେ...