September 3, 2026
Home » ରାଜ୍ୟ » Page 197

ରାଜ୍ୟ

ବୀରମହାରାଜପୁରରେ ଗୁଳିକାଣ୍ଡ ଘଟଣା ରେ ଯୁବକ ଙ୍କ ମୃତ୍ୟୁ l

  ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ଧୁକରୁ ହଠାତ୍ ଗୁଳି ଫୁଟିବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।...

ହିଟ୍ଓ୍ୱେଭ୍ ପାଇଁ ରାଜସ୍ୱ ବିଭାଗର ନୂଆ ଏସଓପି ପ୍ରସ୍ତୁତ; ୨୦ ମିନିଟରେ ପହଞ୍ଚିବ ଆମ୍ବୁଲାନ୍ସ

  ଭୁବନେଶ୍ୱର:ହିଟ୍ଓ୍ୱେଭ୍ ପାଇଁ ରାଜସ୍ୱ ବିଭାଗର ନୂଆ ଏସଓପି ପ୍ରସ୍ତୁତ । ଏହି ଏସଓପିରେ ଦର୍ଶାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ...

ୱେ-ଟ୍ରାକ୍‌ ଇଣ୍ଡିଆର ନୂତନ ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ;

  ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଇନ୍ଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି ।...

ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା...

ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ।

ପୁରୀ :  ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇସାରିଛି । ଏହି...

ନିଶାମୁକ୍ତ ଓଡିଶା ଜନଜାଗରଣ ଅଭିଯାନ ରଥକୁ ପାରାଦୀପରେ ସ୍ୱାଗତ

ପାରାଦୀପ: ଓଡିଶା ପ୍ରଦେଶ କଂଗ୍ରେସ୍ ଅନୂସୂଚିତ ଜାତି ବିଭାଗ ପକ୍ଷରୁ ସମଗ୍ର ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଏକ ସଚେତନତା ରଥ ସମଗ୍ର ରାଜ୍ୟ ପରିକ୍ରମା କରୁଛି...

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଧର୍ମଗଡ଼:ବିଳମ୍ବିତ ରାତିରେ ଧର୍ମଗଡ଼ ଥାନା ନନ୍ଦଗାଁ ପଞ୍ଚାୟତ ବିରାମାଲ୍ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ସେହି ଗ୍ରାମର ବେଣୁଧର ନାଏକ (୩୬) ବୋଲି ଜଣାପଡ଼ିଛି।ଆଶ୍ଚର୍ଯ୍ୟଜନକ...

ସୋସିଆଲ ମିଡିଆ ଇନଫ୍ଲୁଏନସର ଙ୍କ ରଘୁରାଜପୁର ଓ କୋଣାର୍କ ମନ୍ଦିର ପରିଦର୍ଶନ

ପୁରୀ :  ୧୦ ଟି ରାଷ୍ଟ୍ର ର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଲୋକକଳା ଗ୍ରାମ ରଘୁରାଜପୁର ଏବଂ...

ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର

ଗ୍ରୀଷ୍ମ ତାପରେ ମାନବତାର ସେବାର ଉଦାହରଣ । ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ...

ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ବିରାଟ ସିଂ ଇସ୍ରୋ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ ପାଇଁ ମନୋନୀତ

ଯୋଡ଼ା - : ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବିରାଟ ସିଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଦ୍ୱାରା ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ...