August 8, 2026

Main Story

Editor’s Picks

Trending Story

ମଥୁରା ପଲାସ ଗ୍ରାମ ହାତୀ ନଦୀରେ କୁମ୍ଭୀର

  ଭୟରେ ଅଞ୍ଚଳବାସୀ.... ଧର୍ମଗଡ : କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କୁମ୍ଭୀର ଦେଖାଯିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଜୁନାଗଡ଼ ଥାନା...

ପାରାଦୀପ ବିଶ୍ଵକର୍ମା ପୂଜାର ପ୍ରଥମ ପ୍ରସ୍ତୁତି ବୈଠକ

ପାରାଦୀପ: ପାରାଦୀପ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଚଳିତ ବର୍ଷ ଧୁମଧାମରେ ପାଳନ କରାଯିବା ନେଇ ଆଜି ଆୟୋଜିତ ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏହା ସେପ୍ଟେମ୍ବର ୧୭ ରୁ...

ଗୋଟିଏ ସ୍କୁଲରୁ ଚାରି କର୍ମଚାରୀ ଗଲେ ଶିକ୍ଷାଦାନ ହେବ କେମିତି

  ବରଗଡ/ବିଜେପୁର : ଗୋଟିଏ ସ୍କୁଲର ଏକା ସାଙ୍ଗରେ ଚାରିଜଣ କର୍ମଚାରୀ ବିଦାୟ ନେଲେ ଶିକ୍ଷାଦାନ କେମିତି ହେବ ବୋଲି ବରଗଡ ଜିଲ୍ଲା ବିଜେପୁର ବ୍ଲକ କୁର୍କୁଟା...

ବିଜେପୁର କଲେଜରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

  ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କନିଷ୍ଠ କିରାଣୀ ଜୟକୃଷ୍ଣ ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ...

 ପହଣ୍ଡି ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

  ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ହାଇସ୍କୁଲରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ହାଇସ୍କୁଲର ପ୍ରଥମ ପ୍ରଧାନ...

ବରଗଡ଼ଠାରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ସମାରୋହ ପାଳିତ

  ପ୍ରଶାସନିକ ତଥ୍ୟର ସଦୁପଯୋଗ ଉପରେ ଗୁରୁତ୍ୱ ବରଗଡ଼:ଭାରତୀୟ ପରିସଂଖ୍ୟାନର ଜନକ ଭାବେ ସୁପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍‌ଙ୍କ ୧୩୩ତମ ଜନ୍ମ ଜୟନ୍ତୀ ଅବସରରେ ଆଜି...

ବିଭିନ୍ନ ଚୋରି ମାମଲା ରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗିରଫ । ସ୍ବର୍ଣ୍ଣ ଅଳଙ୍କାର ଜବତ।

ପୋଲସରା :ବିଭିନ୍ନ ଚୋରି ମାମଲା ରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲସରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ...

ମଧ୍ୟାହ୍ନ ଭୋଜନ ଦୁର୍ନୀତି ର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଅତିରିକ୍ତ ସଚିବଙ୍କ ପତ୍ର

  ପୋଲସରା:ଗଞ୍ଜାମ ଜିଲ୍ଲାର କେତେକ ବ୍ଳକ ର ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରେ ହେଉଥିବା ଦୁର୍ନୀତି ବାବଦରେ ତଦନ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନ ରସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

ପାରାଦୀପ:6 ସ୍ଥାନୀୟ ହୋଟେଲ ଗୋଲଡେନ ଆଙ୍କର ସମ୍ମିଳନୀ କକ୍ଷରେ ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ ଟ୍ୟାଙ୍କର ଓନର୍ସ ଆସୋସିଏସନର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ସାଧାରଣ ପରିଷଦ...

ହାଇଟେକ୍ ମେଡିକାଲ୍ ସମ୍ମୁଖରେ ବିଏମ୍‌ସିର ଡମିଂୟାର୍ଡ ଛାତ୍ରଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ

ଭୁବନେଶ୍ଵର: ଭୁବନେଶ୍ଵର ପାଣ୍ଡରାରେ ଥିବା ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ସମ୍ମୁଖରେ ବିଏମ୍‌ସିର ଡମିଂୟାର୍ଡ | ଶହଶହ ଟ୍ରକ୍ ଆବର୍ଜନା ମେଡିକାଲ୍ ସମ୍ମୁଖରେ ପ୍ରତିଦିନ ଗଦାକରୁଛି...