August 30, 2026

Main Story

Editor’s Picks

Trending Story

ସ୍ମୃତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଓଡ଼ିଶା ଛାତ୍ର କଂଗ୍ରେସ

ଗଞ୍ଜାମ ଜିଲ୍ଲା ଗାନ୍ଧୀ ଇଞ୍ଜିିୟରିଙ୍ଗ୍ କଲେଜର ଛାତ୍ରୀ ସଦ୍ୟ ଆତ୍ମହତ୍ୟା କରିଥିବା ସ୍ବର୍ଗତା ସ୍ମୃତି ଭୋଳଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦୋଷୀକୁ ଉଚିତ୍ ଦଣ୍ଡ ଦେବା ଦାବିରେ...

 ୧୪ତମ ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ କାର୍ଯ୍ୟକ୍ରମ ଅନୁଷ୍ଠିତ

  ବରଗଡ/ପଦ୍ମପୁର : ସ୍ରଷ୍ଟlର ଚିନ୍ତା ଓ ଚେତନା ଉର୍ଦ୍ଧ୍ବମୁଖୀ ହେଲେ ଉଚ୍ଚାଙ୍ଗ ଓ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଥାଏ, ଯାହା ସମାଜ ପାଇଁ ଆଲୋକବର୍ତ୍ତିକା ଭାବେ...

ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ. କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

  ବରଗଡ଼: ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ. ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

 ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ଼: ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ...

ଭତ୍ତା ଦେବାରେ ରାଜ୍ୟ ସରକାର ବିଫଳ: ମାନବ ଅଧିକାର ସୁରକ୍ଷା ମଞ୍ଚ

    ବ୍ରହ୍ମପୁର , ଦୁଇ ବର୍ଷରୁ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ଭତ୍ତା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି...

ଫ୍ରେଣ୍ଡଲି ଯୋଗ ଓ ପୋର୍ଟକ୍ଲବ୍ ପାରାଦୀପ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପାରାଦୀପ,:ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସ୍ଥାନୀୟ ପୋର୍ଟକ୍ଲବ୍,ନୂଆବଜାର ପରିସରରେ ଫ୍ରେଣ୍ଡଲି ଯୋଗ ଓ ପୋର୍ଟ କ୍ଳବର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ଯୋଗଗୁରୁ ବିଭୂତି ଭୂଷଣ...

ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ

  ପାରାଦୀପ,:- ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ବିଷୟବସ୍ତୁ ଉପରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬କୁ ଅତ୍ୟନ୍ତ ଉତ୍ସାହର ସହିତ...

ପାରାଦୀପ ପୌରପାଳିକା ପକ୍ଷରୁ ବେଳାଭୂମିରେ ଯୋଗ ଦିବସ ପାଳିତ

ପାରାଦୀପ : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସମୁଦ୍ର ବେଳାଭୂମିର ବିଜୁ ମୈଦାନ ଠାରେ ଏକ ସାମୁହିକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ...

ମା’ ସମେତ ଦୁଇ ପୁଅ ଗିରଫ

  ନରେନ୍ଦ୍ରକୋଣ ନିକଟରେ ଥିବା ଏକ ସରକାରୀ ଜମି ଦଖଲକୁ କେନ୍ଦ୍ର କରି ଦୁଇ ପଡ଼ୋଶୀ ମଧ୍ୟରେ ବିବାଦ ରହିଥିଲା । ଏହି ବିବାଦକୁ କେନ୍ଦ୍ର କରି...

ଭାରତୀୟ ଜନତା ପାର୍ଟିର ଅନ୍ତର୍ଜାତୀୟ ଯୋଗ ଦିବସ

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲା ସିଂହଦ୍ୱାର ମଣ୍ଡଳ ର ହରଚଣ୍ଡୀ ସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଯୋଗ ଗୁରୁ...