September 18, 2026
Home » ପଣ୍ଡିତ ଜବାହାରଲାଲ ନେହୁରୁଟ୍ରଷ୍ଟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଣ୍ଡିତ ଜବାହାରଲାଲ ନେହୁରୁଟ୍ରଷ୍ଟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-09-18 at 5.55.00 PM

 

ପାରାଦ୍ୱୀପ:- ପାରାଦ୍ୱୀପର ଅନ୍ୟତମ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ବିଗତ ବର୍ଷ ପରି ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଅବସରରେ ସେପ୍ଟେମ୍ବର ୧୮ ଶୁକ୍ରବାର ସକାଳେ ବଡପଡ଼ିଆ ଥାନା ଛକ ଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ସଫେଇ କାର୍ଯ୍ୟ ହୋଇ ଥିଲା।ଏହି ସମୂହ ସଫେଇ କାର୍ଯ୍ୟ ୧୮ ତାରିଖ ଠାରୁ ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟ୍ରଷ୍ଟର ଉପଦେଷ୍ଟା ଶ୍ରୀ ନିରଞ୍ଜନ ନାୟକଙ୍କ ତତ୍ୱବାଧାନରେ ଅନୁଷ୍ଠିତ ସେବା କାର୍ଯ୍ୟରେ ଇନ୍ଦିରା ଗାନ୍ଧି ଟ୍ରଷ୍ଟର ସଦସ୍ୟ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ।

 

prasanta dash nka report

Leave a Reply

Your email address will not be published. Required fields are marked *