June 3, 2026
Home » ବିଭିନ୍ନ ମୌଳିକ ସମସ୍ୟା ନେଇ ବ୍ଲକ ଘେରାଉ କଲେ ପଞ୍ଚାୟତବାସୀ

ବିଭିନ୍ନ ମୌଳିକ ସମସ୍ୟା ନେଇ ବ୍ଲକ ଘେରାଉ କଲେ ପଞ୍ଚାୟତବାସୀ

0
WhatsApp Image 2026-06-02 at 5.48.58 PM

 

ପୋଲସରା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବିରଞ୍ଚିପୁର ଗ୍ରାମପଞ୍ଚାୟତ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନହେବା ଏବଂ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅତିଷ୍ଟ ହୋଇ ଶତାଧିକ ପଞ୍ଚାୟତ ବାସୀ ଏକତ୍ରିତ ହୋଇ ବ୍ଲକ ଅଫିସ ଘେରାଉ ସହିତ ବିଡିଓ ଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଈଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିରଞ୍ଚିପୁର ପଞ୍ଚାୟତ ପାଈଁ ବିକାଶ ସାତସପନ ପାଲଟିଥିବା ଅଭିଯୋଗ ହୋଇଛି। ଯଦି ସାତଦିନ ମଧ୍ୟରେ ଏହାର ସମାଧାନ ନହୁଏ ତେବେ ପଞ୍ଚାୟତ ବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବାବେଳେ ସାତଦିନ ମଧ୍ୟରେ ଏହାର ସମାଧାନ କରି ବିକାଶ ମୂଳକ କାର୍ଯ୍ୟ କରାଯିବ ସହିତ ତ୍ୱରାନ୍ୱିତ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର କହିଛନ୍ତି ।

 

hrusikesa nayaka nka report

Leave a Reply

Your email address will not be published. Required fields are marked *