ରାଇପଡା ଅଙ୍ଗନବାଡ଼ି କେନ୍ଦ୍ର ଝୁଲୁଛି ତାଲା
ପୋଲସରା : ପୋଲସରା ବ୍ଲକ୍ ଅନ୍ତର୍ଗତ ରାଇପଡା ଗ୍ରାମରେ ଥିବା ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଗତ ୦୮.୦୯. ୨୦୨୬ ତାରଖ ସମୟ ୧୨.୩୦ ସମୟରେ ତାଲା ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ନିର୍ଦ୍ଦେଶ ସକାଳ ୯ ଘଟ ସମୟରେ ଦିନ ୨ଟା କେନ୍ଦ୍ର ଖୋଲା ରଖିବା ନିୟମ ରହିଛି। ଏଠି ନିୟମ ଫୁ । ସେ ଅଞ୍ଚଳରେ କୋମଳମତି ଶିଶୁ ଓ ଗର୍ଭବତୀ ମହିଳା ଅଧିକାର ବଞ୍ଚିତ ରହୁଛନ୍ତି କି। ତଦନ୍ତ କରିବା ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବିମାନେ ମୈଖକ ରୂପେ ତଦନ୍ତ ଦାବି କରିଛନ୍ତି ।
ରିପୋର୍ଟ ହୃଷିକେଶ ନାୟକ
