ସ୍କୁଲ ପିଲାଙ୍କ ସୁରକ୍ଷାପାଇଁ ପ୍ରଶାସନ ଅବହେଳା।
ପୋଲସରା ଇପିଏ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ପନ୍ତିଆମ୍ମା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପିଲାଙ୍କ ସୁରକ୍ଷାପାଇଁ ପ୍ରଶାସନ ଅବହେଳା । ନାଁ ରହିଛି ପାଚେରୀ ସ୍କୁଲ ପରିସର ବୁଲା ଜନ୍ତୁ ପ୍ରବେଶ କରୁଛନ୍ତି ଓ ଅସାମାଜିକଙ୍କ ଆଡା ପାଲଟିଛି । ସ୍ଥାନୀୟ ଲୋକମାନେ ଆଲୋଚନା କରିବାର ଶୁଣିବା ପାଇଁ ମିଳୁଛି। ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବି ଆଲୋଚନାକୁ ପ୍ରଶାସନ ଗ୍ରହଣ କରିବା ନିମନ୍ତେ ଦାବି।
ରିପୋର୍ଟ ହୃଷିକେଶ ନାୟକ
