August 22, 2026
Home » Archives for EPA editor » Page 244

EPA editor

ତିନୋଟି କାର ରୁ ବିପୁଳ ପରିମାଣ ର ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର ପୋଲିସ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଏବଂ ବିଶେଷକରି ପଡ଼ୋଶୀ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାରୁ ଆସୁଥିବା ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଉଥିବା ଗଞ୍ଜେଇ ପରିବହନ...

ସମ୍ବଲପୁରରେ ଦ୍ବି-ଦିବସୀୟ ଜାତୀୟ ସମ୍ପନ ଉଦ୍‌ଘାଟିତ

ସମ୍ବଲପୁର : ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁର ଓ ପତଙ୍ଗ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ "ଭାରତରେ ଶିକ୍ଷକ ଶିକ୍ଷାର ପୁନର୍କଳ୍ପନା" (ଏକ ବିବିଧ...

ଛତୁ ଚାଷ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

  ବରଗଡ଼:ବରଗଡ଼ ଉଦ୍ୟାନ କୃଷି ଭବନ ସ୍ଥିତ ମାଧୋ ସିଂ ସମ୍ମିଳନୀ କକ୍ଷଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମା ମାନଙ୍କ ପାଇଁ ଛତୁ ଚାଷ ବିଷୟରେ ଏକ...

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାମୁହିକ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ

  ବରଗଡ଼: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ...

ସାମ୍ବାଦିକ ଙ୍କ ପିତୃ ବିୟୋଗ

ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ଧରିତ୍ରୀ ସାମ୍ବାଦିକ ଦୀନବନ୍ଧୁ ସୁନାଙ୍କ ପିତୃ ସନମତ ସୁନା (୮୯ )ଙ୍କ ଗୁରୁବାର ସନ୍ଧ୍ୟା ୭ ଟା ରେ...

ନର୍ସିଂ ଅଧିକାରୀଙ୍କୁ ଆକ୍ରମଣ, ଜଣେ ରୋଗୀଙ୍କ ସମେତ ୩ଗିରଫ

  ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ନର୍ସିଂ ଅଧିକାରୀଙ୍କୁ ଆକ୍ରମଣ କରି ଜଣେ ରୋଗୀଙ୍କ ସମେତ ୩ଜଣ ଗିରଫ ହୋଇଛନ୍ତି...

ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଉଦଘାଟିତ

ସୁବର୍ଣ୍ଣପୁର--- ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଆନୁକୂଲ୍ୟରେ ଅନ୍ତର୍ଜାତକ ମହିଳା ଦିବସ ସପ୍ତାହ ପାଳନ ଉତ୍ସବ ଆଜି 'ସୁବର୍ଣ୍ଣା ' ର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି...

ସୁବର୍ଣ୍ଣପୁର ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର--- ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର...

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜୟନ୍ତି ପାଳିତ

ଅତାବିରା :ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମଦିବସ ଆଜି ମହାସମାରୋହରେ ଅତାବିରା ସ୍ଥିତ ରାମଚଣ୍ଡୀ କଲ୍ଯାଣ...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

କଟକ: ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଳପାଳ ଶ୍ରୀ ଦତାତ୍ରୟ...